କୋଭିଡ କଟକଣା ମଧ୍ୟରେ ଆଜିଠୁଁ ଭୁବନେଶ୍ୱରରେ ପୁଣି ଗଡ଼ିବ ‘ମୋ ବସ୍‌’: ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜିଠୁଁ ଚାଲିବ ମୋ ବସ୍‌। ଅତି ଗୁରୁତ୍ୱପୂର୍ଣ୍ଣ ୮ଟି ରୁଟରେ ନନ୍‌ ଏସି ବସ୍‌ ସେବା ଚାଲିବ ବୋଲି ଜଣାପଡ଼ିଛି। ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଳ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂସ୍ଥା ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରୀଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ସେବା ମିଳିବ। ରୁଟ ନଂ ୧୧, … Continue reading କୋଭିଡ କଟକଣା ମଧ୍ୟରେ ଆଜିଠୁଁ ଭୁବନେଶ୍ୱରରେ ପୁଣି ଗଡ଼ିବ ‘ମୋ ବସ୍‌’: ମାସ୍କ ପିନ୍ଧିବା ବାଧ୍ୟତାମୂଳକ